Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ଶନିବାର ସକାଳ ୧୦ଟାରେ ଖୋଲିବ ସ୍କୁଲ

Odisha

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ଶନିବାର ସକାଳ ୧୦ଟାରେ ଖୋଲିବ ସ୍କୁଲ

Rashmita Mishra
Browse all articles by Rashmita Mishra
·1 year ago
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା  ଶନିବାର ସକାଳ ୧୦ଟାରେ ଖୋଲିବ ସ୍କୁଲ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଏଣିକି ଶନିବାର ସକାଳ ୧୦ଟାରେ ଖୋଲିବ ସ୍କୁଲ । କୋରାପୁଟ ଜିଲ୍ଲା ପାଇଁ ଏହି ନିୟମ ଲାଗୁ କରାଯାଇଛି । କୋରାପୁଟରେ ଶୀତର ଲହରି ଅଧିକ ଥିବା କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । କୋରାପୁଟର ସବୁ ସ୍କୁଲକୁ ଜିଲ୍ଲା ଶିକ୍ଷା ଅଧିକାରୀ ଟିଠି ଲେଖିଛନ୍ତି ।

ଏଣିକି ଶନିବାର ସକାଳୁଆ ସ୍କୁଲ ହେବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସକାଳ ପରିବର୍ତ୍ତେ ୧୦ଟାରେ ସ୍କୁଲ ଖୋଲିବ । ୨୦୨୫ ଜାନୁଆରୀ ୧୫ ଯାଏଁ ଏହି ନିଷ୍ପତ୍ତି ଲାଗୁ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big announcement from the state government: Schools will open at 10 am on Saturday | Argus News