୮ଶହ ଟଙ୍କା ବୋନସ୍ ସହ ଧାନ କିଣା ପାଇଁ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ
·1 year ago

ଅର୍ଗସ ବ୍ୟୁରୋ:ଅନ୍ତ ହେବ ମିଲର୍ସ ଯନ୍ତ୍ରଣାର ଯୁଗ,୨୪ ବର୍ଷ ପ୍ରତାରଣାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ୮୦୦ ଟଙ୍କା ବୋନସ୍ ସହ ଧାନ କିଣା ପାଇଁ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ। ଆଉ ମଣ୍ଡିରେ ରହିବନି ମିଲରଙ୍କ ମନମାନି। ସିଧାସଳଖ ଧାନ କିଣି ପାରିବେନି ମିଲର। କେନ୍ଦ୍ରୀୟ କିମ୍ବା ସମବାୟ ସଂସ୍ଥା ଚାଷୀଙ୍କଠାରୁ କିଣିବେ ଧାନ। କଟନୀ ଛଟନୀ ବନ୍ଦ ପାଇଁ ବି ସ୍ବତନ୍ତ୍ର ପଦକ୍ଷେପ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: