Videos
|
Odisha

ବାଇକ ଦୁର୍ଘଟଣା: ଦୁଇ ମୃତ

Ritu Das
Browse all articles by Ritu Das
·1 year ago
ବାଇକ ଦୁର୍ଘଟଣା: ଦୁଇ ମୃତ

କଟକ ପାରାଦ୍ଵୀପ ରାସ୍ତାର ନୂଆପଡ଼ା ଛକ ନିକଟରେ ରାସ୍ତାକଡ ଲୁହା ୟାଙ୍ଗେଲରେ ପିଟିହୋଇ ବାଇକ୍ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକରେ ତାରାପୁର ପଞ୍ଚାୟତର ଗୋକୁଳପୁର ଗ୍ରାମର ୩ ଜଣ ଯୁବକ କଟକ ଆଡ଼ୁ ଆସୁଥିବା ବେଳେ ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।


ମୃତକ ହେଲେ ରୁଦ୍ରନାରାୟଣ ଜେନା, ତୋଫାନ କୁମାର ଜେନା। ଅନ୍ୟ ଜଣେ ଯୁବକ ଗୁରୁତର ଥିବା ଅବସ୍ଥାରେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bike accident: Two dead | Argus News