Videos
|
Odisha

ହାଇୱା ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

Ritu Das
Browse all articles by Ritu Das
·1 year ago
ହାଇୱା ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

60 ନଂ ରାଜ୍ୟ ରାଜପଥ ନିଆଳି ଫୁଲନଖରା ରାସ୍ତା ନିଆଳି ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଛି। ଆଉ CCTV ରେ କଏଦ ହୋଇଛି ଏହି ଭୟଙ୍କର ଦୃଶ୍ୟ। ବାଇକରେ ଜଣେ ଯୁବକ ନିଆଳି ଥାନା ଆଡୁ ବଜାର ଆଡ଼କୁ ଆସୁଥିବା ବେଳେ ହାଇସ୍କୁଲ ଖେଳପଡିଆ ନିକଟରେ ପଛ ଆଡୁ ଆସୁଥିବା ହାଇୱା ବାଇକକୁ ପାର୍ଶ୍ୱରୁ ଧକ୍କା ଦେଇ ଚଢ଼ିଯାଇଥିଲା।


ଯୁବକଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ପୋଲିସ ହାଇୱାକୁ ଜବତ କରି ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Biker killed in highway collision | Argus News