ଆସନ୍ତା ମାସରେ ଆରମ୍ଭ ହେବ ପକ୍ଷୀ ଗଣନା
·1 year ago

ଅର୍ଗସ ବ୍ୟୁରୋ: ଆସନ୍ତା ମାସରେ ଆରମ୍ଭ ହେବ ପକ୍ଷୀ ଗଣନା । ନଭେମ୍ବର ସୁଦ୍ଧା ଓଡି଼ଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀ । କେବଳ ନଳବଣକୁ ୨ ଲକ୍ଷ ୧୭ ହଜାର ୧୭୦ ବିଦେଶାଗତ ପକ୍ଷୀ ଆସିଛନ୍ତି । ଶୀତ ଋତୁରେ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟରେ ଦେଖାଯାଆନ୍ତି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: