ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ,
·1 year ago

Key Points
ଭୋପାଳରୁ ରକ୍ତ ନମୁନା ରିପୋର୍ଟ ଆସିବା ପରେ ହେଲା ସ୍ପଷ୍ଟ
ଡେଲାଙ୍ଗର ୩ଟି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା
ସଂକ୍ରମିତ ଅଞ୍ଚଳରୁ ୬୫୦୦ କୁକୁଡ଼ା ମାରିବ ପ୍ରଶାସନ
ସଂକ୍ରମଣ ହୋଇଥିବା ସ୍ଥାନଠାରୁ ୧୦ କିମି ପର୍ଯ୍ୟନ୍ତ ରଖାଯିବ କଡ଼ା ନଜର
ଫେରିଲା ବାର୍ଡ ଫ୍ଲୁ । ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ। ଭୋପାଳରୁ ରକ୍ତ ନମୁନା ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ଡେଲାଙ୍ଗର ୩ଟି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗର ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବ ପ୍ରଶାସନ । ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରଖାଯିବ କଡ଼ା ନଜର । ଏନେଇ ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: