Videos
|
Odisha

ଡେଲାଙ୍ଗ ପରେ ଖୋର୍ଦ୍ଧା ଜିଲ୍ଲାରେ କୁକୁଡା ମଢ଼କ

Rashmita Mishra
Browse all articles by Rashmita Mishra
·1 year ago
ଡେଲାଙ୍ଗ ପରେ ଖୋର୍ଦ୍ଧା ଜିଲ୍ଲାରେ କୁକୁଡା ମଢ଼କ

Key Points

ଖୋର୍ଦ୍ଧାର ବିଭିନ୍ନ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ
ଡେଲାଙ୍ଗ ପରେ ଖୋର୍ଦ୍ଧାରେ କୁକୁଡା ମଡ଼କ
୮ ଦିନରେ ୬ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ

ଡେଲାଙ୍ଗ ପରେ ଖୋର୍ଦ୍ଧା ଜିଲ୍ଲାରେ କୁକୁଡା ମଢ଼କ । ଖୋର୍ଦ୍ଧା ଜିଲ୍ଲା ଜଂକିଆ ମୁଣ୍ଡାଆମ୍ବ ଓ ଟାଙ୍ଗି ତାଳପଡା ଅଞ୍ଚଳରେ ଥିବା ଏକାଧିକ କୁକୁଡ଼ା ଫାର୍ମରେ ଶହଶହ ସଂଖ୍ୟାରେ କୁକୁଡ଼ା ମଡକ ଦେଖିବାକୁ ମିଳିଛି । ୮ ଦିନ ମଧ୍ୟରେ ପ୍ରାୟ ୬ ହଜାରରୁ ଅଧିକ କୁକୁଡ଼ା ମୃତ୍ୟୁ ହୋଇଛି । କୁକୁଡ଼ା ଫାର୍ମଗୁଡ଼ିକରୁ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ରିପୋର୍ଟରେ ବାର୍ଡ ଫ୍ଲୁ ଯୋଗୁଁ କୁକୁଡା ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଶୁ ଚିକିତ୍ସା ବିଭାଗର ୮ଟି ଟିମ ଜଂକିଆ ମୁଣ୍ଡାଆମ୍ବ ଫାର୍ମରେ ପହଞ୍ଚି ୪୫୦୭ଟି କୁକୁଡା ମାରି ପୋତିଛନ୍ତି। ଜନ ସାଧାରଣ ଭୟଭୀତ ନହେବା ପାଇଁ ପଶୁ ଚିକିତ୍ସା ବିଭାଗୀୟ ଅଧିକାରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bird-flu-in-khordha-district-after-delang | Argus News