ସମାଧାନ ହେଲା ବିରଜା ହାଟ ସ୍ଥାନାନ୍ତରଣ ବିବାଦ
·1 year ago

ଯାଜପୁର: ସମାଧାନ ହେଲା ବିରଜା ହାଟ ସ୍ଥାନାନ୍ତରଣ ବିବାଦ। ଫେରିଲା ପୁରୁଣା ସ୍ଥାନକୁ ବିରଜା ହାଟ। ମା ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ସଠିକ ଭାବେ ହେବ। ଆସନ୍ତା ରବିବାରରୁ ପୁରୁଣା ସ୍ଥାନରେ ବସିବ ବିରଜା ହାଟ। ବିରଜା ହାଟକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତି । ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ହାଟ । ଫଳରେ ପୁରୁଣା ସ୍ଥାନକୁ ଫେରିବା ପାଇଁ ଚାଷୀ, ବ୍ୟବସାୟୀ ଦାବି କରିଥିଲେ । ଶେଷରେ ବିରଜା ହାଟ ପୁରୁଣା ସ୍ଥାନକୁ ଫେରିବ ।
ଆହୁରି ପଢନ୍ତୁ ବିରଜା ହାଟ ସମ୍ପର୍କିତ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: