Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁରେ ନାହିଁ ନେଟଓ୍ୱାର୍କ ସୁବିଧା, ଦୁଃଖ ଶୁଣିଲେ କେନ୍ଦ୍ରମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ଗାଁରେ ନାହିଁ ନେଟଓ୍ୱାର୍କ ସୁବିଧା, ଦୁଃଖ ଶୁଣିଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାରେ ନେଟଓ୍ୱର୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟାଓ୍ୱାର ବସାଯାଉଥିଲେ ମଧ୍ୟ ଏହାର ସୁଫଳ ଲୋକମାନେ ପାଉନଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ପାଇବା ପରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ତାଟ ପଂଚାୟତ ପରିଦର୍ଶନ କରିଥିଲେ। ଇଣ୍ଟରନେଟ୍ ପାଇପ୍ ଲାଇନ୍ ବିଛାଯାଇଥିଲେ ମଧ୍ୟ ଓ୍ୱାରିଙ୍ଗ ତାର ନଥିବା ଦେଖି ତାଗିଦ କରିଥିଲେ ।

ଉଚ୍ଚସ୍ତରୀୟ କମିଟି ଦ୍ୱାରା ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ  ସ୍ଥାନୀୟ ଲୋକେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି BSNL ର ସିଗନାଲ ବଢ଼ାଇବାକୁ ଦାବି ଜଣାଇଥିଲେ।  ମୟୂରଭଞ୍ଜ ଜିଲ୍ଲାରେ 89 ଟି ଟାୱାର ବସିବାକୁ ସ୍ଥିର ହୋଇଥିବା ବେଳେ ପ୍ରଥ ମ ଫେଜରେ 30 ଟି ଟାୱାର ବସିଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bishweswar tudu demanded a high-level investigation in network | Argus News