Videos
|
Odisha

ଥମୁନି ବିଜେଡି-ବିଜେପି କଳି,କେବଳ କ୍ଷମତା ପାଇଁ ବିଜେଡିରେ ନବୀନଙ୍କୁ ମାନୁଥିଲେ ନେତା:ଜୟ ନାରାୟଣ

Sangram Tripathy
Browse all articles by Sangram Tripathy
·1 year ago
ଥମୁନି ବିଜେଡି-ବିଜେପି କଳି,କେବଳ କ୍ଷମତା ପାଇଁ ବିଜେଡିରେ ନବୀନଙ୍କୁ ମାନୁଥିଲେ ନେତା:ଜୟ ନାରାୟଣ

ଅର୍ଗସ ବ୍ୟୁରୋ: ବିଜେଡି-ବିଜେପି କଳି ଥମିବାର ନାଁ ଧରୁନି। ପ୍ରମିଳାଙ୍କ ପରେ ମୁନ୍ନା କହିଲେ ଲିଙ୍କରେ ଅଛନ୍ତି ୧୪ ବିଜେପି ନେତା। ଜୟ ନାରାୟଣଙ୍କ ପ୍ରତିକ୍ରିୟା କହିଲେ ୨୯ ବେଳକୁ ବିଜେଡି ହୋଇଯାଇଥିବ ସଫା,କେବଳ କ୍ଷମତା ପାଇଁ ଦଳରେ ନବୀନଙ୍କୁ ମାନୁଥିଲେ ନେତା। ବିଶେଷଜ୍ଞ କହିଥିଲେ କ୍ଷମତାରୁ ଗଲେ ବିଜେଡି ହରାଇବ ସତ୍ତା। ହିଞ୍ଜିଳିରେ ବି ନେତୃତ୍ବ ବିରୋଧରେ ବିଜେଡିରେ ଜୋର ଧରିଲା ବିରୋଧ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD-BJP won't agree, BJD only respected Naveen for power Leader: Jai Narayan | Argus News