Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ପ୍ରାର୍ଥୀ ତାଲିକା, ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

Odisha

ବିଜେଡି ପ୍ରାର୍ଥୀ ତାଲିକା, ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

Banajyotshna Ray
Browse all articles by Banajyotshna Ray
·2 years ago
ବିଜେଡି ପ୍ରାର୍ଥୀ ତାଲିକା,  ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଅର୍ଗସ ବ୍ୟୁରୋ:  ଆସିଲା ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଏଥିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣାରୁ ଟିକେଟ ଦେଇଛି ବିଜେଡି। ବର୍ଷାଙ୍କୁ ଟିକେଟ ମିଳିଥିବାବେଳେ ଅନୁଭବ ମହାନ୍ତିଙ୍କୁ କେଉଁଠାରୁ ମିଳିବ ଟିକେଟ ତାକୁ ନେଇ ଆଲୋଚନା ଜାରି। ତେବେ ଏବେ ରାଜନୀତି ମୈଦାନରେ ଉଭୟ ମୁହାଁମୁହିଁ ହେବେ। ପ୍ରାର୍ଥୀ ତାଲିକା  ଓଡିଶାରେ ମେ’ ୧୩ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହାପରେ ମେ’ ୨୦, ୨୫, ଓ ଜୁନ୍ ୧ ଏମିତି ୪ଟି ପର୍ଯ୍ୟାୟରେ ୪ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJd candidate list, actress Varsha Priyadarshini from Badachana | Argus News