Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାହା ମିଛ କହିବାରେ ପ୍ରଫୁଲ୍ଲ ବାବୁ ଓସ୍ତାଦ:ପ୍ରଦୀପ 

Sangram Tripathy
Browse all articles by Sangram Tripathy
·1 year ago
ଡାହା ମିଛ କହିବାରେ ପ୍ରଫୁଲ୍ଲ ବାବୁ ଓସ୍ତାଦ:ପ୍ରଦୀପ 

ଅର୍ଗସ ବ୍ୟୁରୋ:ଯ।ଜପୁର ବଡ଼ଚଣାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଯାଜପୁରର ୩ ଟି ପରିବାର ଯାଜପୁରକୁ ଲୁଟିଛନ୍ତି ବୋଲି କହିଥିଲେ,ନାଁ ନେଇ ବବି ଦାସ-ଅଶୋକ ଦାସ, ପ୍ରଣବ ବଳବନ୍ତ ରାୟ-କଳ୍ପତରୁ ଦାସ ଓ ପ୍ରିତି ରଂଜନ ଘଡେଇ-ପ୍ରଫୁଲ୍ଲ ଘଡେଇଙ୍କୁ ଟାର୍ଗେଟ କରିବା ସହ ନଗଡା କଥା ଉଠାଇ ପୂର୍ବ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଥିଲେ, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ୩ ପରିବାର ଲୁଟ ବୟାନକୁ ନେଇ ପ୍ରଫୁଲ୍ଲ ଘଡେଇଙ୍କ ପ୍ରତିବାଦ ପରେ ମୁହାଁମୁହିଁ ହୋଇଛନ୍ତି ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ,ପ୍ରଦୀପ କହିଛନ୍ତି ଡାହା ମିଛ କହିବାରେ ପ୍ରଫୁଲ୍ଲ ବାବୁ ଓସ୍ତାଦ।ପ୍ରଫୁଲ୍ଲ କହିଛନ୍ତି ଆସ ସାଙ୍ଗ ହୋଇ ନଗଡା ଯିବା। ନଗଡା ପ୍ରସଙ୍ଗରେ ସରୁନି ବୟାନବାଜି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJd leader Prafulla Ghadei is a master of lying: Pradeep | Argus News