Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନେତା ରାଜା ଚକ୍ରର ସହଯୋଗୀ ଗିରଫ

Ritu Das
Browse all articles by Ritu Das
·1 year ago
ବିଜେଡି ନେତା ରାଜା ଚକ୍ରର ସହଯୋଗୀ ଗିରଫ

ବିଜେଡି ନେତା ରାଜା ଚକ୍ରର ସହଯୋଗୀ ଗିରଫ । ରାଜାର ସହଯୋଗୀ ସମୀର ଜେନାକୁ ଗିରଫ କରିଛି EOW. ସମୀରଙ୍କୁ କେନ୍ଦୁଝରରୁ ଗିରଫ କରାଯାଇଥିବା EOW ଏସପି ସୂଚନା ଦେଇଛନ୍ତି। ଗତକାଲି ରାଜା ଚକ୍ରକୁ ତିନିଦିନ ପାଇଁ ରିମାଣ୍ଡରେ ଆଣି EOW ମାରାଥନ୍ ଜେରା କରୁଛି ।


ସେପଟେ ରାଜା ଚକ୍ରର 7 ଗୋଟି ଠିକଣା ଉପରେ ଚଢାଉ କରିଛି ଆୟକର ବିଭାଗ । କେନ୍ଦୁଝର ଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd-leader-raja-chakras-best-friend-arrested | Argus News