Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଡିଆ ଅସ୍ମିତାକୁ ଛି ଛି ନାରା ଦେଲା ବିଜେଡି

Odisha

ଓଡିଆ ଅସ୍ମିତାକୁ ଛି ଛି ନାରା ଦେଲା ବିଜେଡି

Swoyang prajna Mishra
Browse all articles by Swoyang prajna Mishra
·1 year ago
ଓଡିଆ ଅସ୍ମିତାକୁ ଛି ଛି ନାରା ଦେଲା ବିଜେଡି

ଅର୍ଗସ ବ୍ୟୁରୋ : ଓଡ଼ିଆ ଅସ୍ମିତାକୁ ବିଜେଡିର ଅପମାନ। ବିଜେଡିର ଓଡ଼ିଆ ଅସ୍ମିତା ବିରୋଧୀ ଶ୍ଳୋଗାନ । ବ୍ରହ୍ମଗିରି ପଞ୍ଚାୟତ ସମିତି ବୈଠକରେ ଓଡ଼ିଆ ଅସ୍ମିତାକୁ ବିଜୁ ଜନତା ଦଳର ନେତାଙ୍କ ଅପମାନ । ଯାହାକୁ ନେଇ ବୈଠକରେ ଦେଖିବାକୁ ମିଳିଥିଲା ତୁମ୍ବି ତୋଫାନ।


ବିଧାୟିକା କହିଥିଲେ ପୂର୍ବରୁ ହୋଇଥିବା କାର୍ଯ୍ୟର ଅଡିଟ୍ ସହ ଯାଞ୍ଚ ହେବ ଏହାପରେ ବିଜେଡି ଅଧକ୍ଷା ଙ୍କ ଠାରୁ ବିଜେଡି ଜନପ୍ରତିନିଧି ମାନଙ୍କ ମଧ୍ୟରେ ଭୟ ସୃଷ୍ଠି ହୋଇଥିଲା ଯାହାକୁ ନେଇ ବୈଠକକୁ ବିଜେଡି ବିରୋଧ କରିଥିଲା । ଏହାପରେ ବୈକଠରେ ଉପସ୍ତିତ ବ୍ରହ୍ମଗିରି ର ବିଧାୟିକା ଉପାସନା ମହାପାତ୍ର ଙ୍କୁ ବିଜେଡି ଦଳର ସମିତିସଭ୍ୟ ଅପମାନିତ କରିଥିବା ନେଇ ଧାରଣା ଦେଇଥିଲେ ବିଜେପି ସମର୍ଥୀତ ସମିତିସଭ୍ୟ ଏବଂ ସରପଞ୍ଚ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJD people insulted odia asmita | Argus News