Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଡଚଣାରୁ ଲଢିବେ ବର୍ଷା ପ୍ରିୟଦର୍ଶିନୀ

Odisha

ବଡଚଣାରୁ ଲଢିବେ ବର୍ଷା ପ୍ରିୟଦର୍ଶିନୀ

Smruti Parija
Browse all articles by Smruti Parija
·2 years ago
ବଡଚଣାରୁ ଲଢିବେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଆସିଲା ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । 

ରଘୁନାଥ ସାହୁ - ଚିଲିକା
ଅଭିମନ୍ୟୁ ସେଠୀ-ଆନନ୍ଦପୁର
ଦେବାଶିଷ ମାର୍ଣ୍ଡି- ସରସକଣା
ବାସନ୍ତୀ ହେମ୍ୱ୍ରମ-କରଞ୍ଜିଆ
ବର୍ଷା ପ୍ରିୟଦର୍ଶନୀ-ବଡଚଣା
ବିଦ୍ୟାସ୍ମିତା ମହାଳିକ-ରେମୁଣା
ସୁବାସିନୀ ସାହୁ-ସିମୁଳିଆ
ଗଣେଶ୍ୱର ବେହେରା-କେନ୍ଦ୍ରପଡା
ସନାତନ ମହାକୁଡ-ଚମ୍ପୁଆ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
BJD releases 6th list of candidates for Assembly seats in Odisha; Varsha Priyadarshini to contest from Barchana | Argus News