Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?

Odisha

ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?

Smruti Parija
Browse all articles by Smruti Parija
·2 years ago·1 min read
ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?

ଭୁବନେଶ୍ୱର: ୨୪ ମହାଲଢେଇ । ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଓ ତୃତୀୟ ପ୍ରର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ୨୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସେହିପରି ୫ ଲୋକସଭା ଆସନରେ ବି ପ୍ରାର୍ଥୀ ଘୋଷଣା କରିଛି ବିଜେଡି।

 

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ତଳସରା- ବିଜୟ ଟପ୍ପୋ

ସୁନ୍ଦରଗଡ଼- ଯୋଗେଶ ସିଂହ

ବ୍ରଜରାଜନଗର-ଅଳକା ମହାନ୍ତି

ଝାରସୁଗୁଡ଼ା-ଦୀପାଳି ଦାସ

ରାଜଗାଙ୍ଗପୁର- ଅନୀଲ ବର୍ମା

ବଡ଼ସାହି- ଅନସୂୟା ପାତ୍ର

ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌

ଉଦଳା- ଶ୍ରୀନାଥ ସୋରେନ୍‌

ମୋରଡ଼ା- ପ୍ରୀତିନନ୍ଦା କାନୁନଗୋ

ସୋର- ମାଧବ ଧଡା

ବଣାଇ- ଭୀମସେନ ଚୌଧୁରୀ

ବାରିପଦା- ସାନନ୍ଦ ମାର୍ଣ୍ଡି

ଆଠମଲ୍ଲିକ- ନଳିନୀ ପ୍ରଧାନ

ବୀରମହାରାଜପୁର- ପଦ୍ମନାଭ ବେହେରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ

 ଫୁଲବାଣୀ- ଜୟଶ୍ରୀ କହଁର

ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ

ଏକାମ୍ର- ଅଶୋକଚନ୍ଦ୍ର ପଣ୍ଡା

ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ

ଆସିକା- ମଞ୍ଜୁଳା ସ୍ୱାଇଁ

ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗ

ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ

 

ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା

ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ

ଭଦ୍ରକ- ମଞ୍ଜୁଲତା ମଣ୍ଡଳ

ବରଗଡ଼- ପରିଣୀତା ମିଶ୍ର

ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର

କେନ୍ଦୁଝର- ଧନୁର୍ଜୟ ସିଦ୍ଧୁ

Raja Festival
Sponsored
BJD releases second list of Assembly candidates | Argus News