|
logo
Live

Argus News - କାହା ସ୍ଥାନରେ କିଏ ପାଇଲା ଟିକେଟ୍ ?

Odisha

କାହା ସ୍ଥାନରେ କିଏ ପାଇଲା ଟିକେଟ୍ ?

Smruti Parija
Browse all articles by Smruti Parija
·2 years ago·1 min read
କାହା ସ୍ଥାନରେ କିଏ ପାଇଲା  ଟିକେଟ୍ ?

ଅର୍ଗସ ବ୍ୟୁରୋ: 2024 ମହାଲଢେଇ । ପ୍ରଥମ ପର୍ଯ୍ୟାୟରେ ବିଜେଡି 72 ବିଧାନସଭା ଆସନ ଘୋଷଣା କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ 27 ବିଧାନସଭା ଆସନ ଓ 5ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । କାହାସ୍ଥାନରେ କିଏ ଟିକେଟ୍ ପାଇଛି ଦେଖନ୍ତୁ ଏହି ରିପୋର୍ଟ...

ମାହାଙ୍ଗା ପ୍ରତାପ ଜେନାଙ୍କ ସ୍ଥାନରେ ଅଙ୍କିତ ପ୍ରତାପ ଜେନାଙ୍କୁ ସୁଯୋଗ ଦେଇଛି ଦଳ । 

ସେହିପରି ତିର୍ତ୍ତୋଲରେ ବିଜୟଶଙ୍କର ଦାସଙ୍କ ସ୍ଥାନରେ ରମାକାନ୍ତ ଭୋଇଙ୍କୁ ମିଳିଛି ସୁଯୋଗ ।  

ବ୍ରହ୍ମପୁରରେ ବିକ୍ରମ ପଣ୍ଡାଙ୍କ ସ୍ଥାନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସୁଯୋଗ ମିଳିଛି । 

ପାରଳାଖେମୁଣ୍ଡିରେ କଲ୍ୟାଣୀ ଗଜପତିଙ୍କ ସ୍ଥାନରେ ରୂପେଶ ପାଣିଗ୍ରାହୀଙ୍କୁ ସୁଯୋଗ ମିଳିଛି ।  

ମୋହନା ପୂର୍ଣ୍ଣବାସୀ ନାୟକଙ୍କ ସ୍ଥାନରେ ଅନ୍ତର୍ଯ୍ୟାମୀ ଗମାଙ୍ଗ ।  

ପଟାଙ୍ଗୀ ପ୍ରିତମ ପାଢ଼ୀଙ୍କ ସ୍ଥାନରେ ପ୍ରଫୁଲ କୁମାର ପାଙ୍ଗି ।

ରାଜଗାଙ୍ଗପୁର ମଙ୍ଗଳା କିଷାନଙ୍କ ସ୍ଥାନରେ  ଅନିଲ ବର୍ମା ।

ବଣାଇ ରଞ୍ଜିତ କିଷାନଙ୍କ ସ୍ଥାନରେ ଭୀମସେନ ଚୌଧୂରୀ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଶିପୁର ଗୋଲକବିହାରୀ ନାୟକଙ୍କ ସ୍ଥାନରେ ଚକ୍ରଧର ହେମ୍ରମ ।

ତଲସରା ସ୍ଟେଫେନ  ବିଲସନ ସୋରେଙ୍ଗଙ୍କ ସ୍ଥାନରେ ବିନୟ କୁମାର ଟପ ।

ବାରିପଦା ସରୋଜିନୀ ହେମ୍ବ୍ରମଙ୍କ ସ୍ଥାନରେ ସାନଦ ମାର୍ଣ୍ଡି ।

ବଡ଼ସାହି ବୃନ୍ଦାବନ ଦାସଙ୍କ ସ୍ଥାନରେ ଅନସୂୟା ପାତ୍ର ।

ମୋରଡା ରାଜକିଶୋର ଦାସଙ୍କ ସ୍ଥାନରେ ପ୍ରୀତିନନ୍ଦା କାନୁନଗୋ ।

ସୋର ପର୍ଶୁରାମ ଧଡ଼ାଙ୍କ ସ୍ଥାନରେ ମାଧବ ଧଡ଼ା ।

ଆଠମଲ୍ଲିକ ରମେଶ ଚନ୍ଦ୍ର ସାଏଙ୍କ ସ୍ଥାନରେ ନଳିନୀ କାନ୍ତ ପ୍ରଧାନ ।

ଖଡ଼ିଆଳ ଲମ୍ବୋଦର ନିଆଲଙ୍କ ସ୍ଥାନରେ ଅଧିରାଜ ପାଣିଗ୍ରାହୀ ।

ଫୁଲବାଣୀ ଅଙ୍ଗଦ କଅଁରଙ୍କ ସ୍ଥାନରେ ଜୟଶ୍ରୀ କଅଁରଙ୍କୁ ଟିକେଟ ଦେଇଛି ଦଳ । 

ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?

Sponsored
କାହା ସ୍ଥାନରେ କିଏ ପାଇଲା ଟିକେଟ୍ ? | Argus News