ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା: ଜାଣନ୍ତୁ କେଉଁଠୁ କାହାକୁ ପ୍ରାର୍ଥୀ କଲା ବିଜେଡି
·2 years ago

ଅର୍ଗସ ବ୍ୟୁରୋ: ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବିଜେଡି ସୁପ୍ରିମୋଙ୍କ ଦ୍ବାରା ଘୋଷଣା କରାଯାଇଛି ବିଜେଡି ପ୍ରାର୍ଥୀ ତାଲିକା । ଦ୍ବିତୀୟ ପ୍ରର୍ଯ୍ୟାୟରେ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।
ବିଜେଡି ପ୍ରାର୍ଥୀ ଘୋଷଣା ; କେଉଁ ସ୍ଥାନରୁ କିଏ ହେଲେ ପ୍ରାର୍ଥୀ
ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅଭିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁର ଶର୍ମିଷ୍ଠା ସେଠି, କଟକ ସଂତୃପ୍ତ ମିଶ୍ର ଏବଂ କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ ହୋଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: