Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·1 year ago
ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

Key Points

ହିଞ୍ଜିଳିରେ ମଣ୍ଡଳ ସଭାପତି ଓ ସରପଞ୍ଚଙ୍କୁ ଲୁହାରଡ୍‌ରେ ଆକ୍ରମଣ

ବିଜେପି ପିତଳ ମଣ୍ଡଳ ସଭାପତିଙ୍କୁ ଗାଁ ମଝିରେ ଲୁହାରଡ୍‌ରେ ଆକ୍ରମଣ

ହିଞ୍ଜିଳିରେ ମଣ୍ଡଳ ସଭାପତି ଓ ସରପଞ୍ଚଙ୍କୁ ଲୁହାରଡ୍‌ରେ ଆକ୍ରମଣ । ବିଜେପି ପିତଳ ମଣ୍ଡଳ ସଭାପତିଙ୍କୁ ଗାଁ ମଝିରେ ଲୁହାରଡ୍‌ରେ ଆକ୍ରମଣ ହୋଇଛି । ସଂଘବଦ୍ଧ ହୋଇ ବିଜେଡି କର୍ମୀ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ମିଟିଂ ଚାଲିଥିବା ବେଳେ ଗତକାଲି ଅତର୍କିତ ଆକ୍ରମଣ ହୋଇଥିଲା । ବିଜେପି ମଣ୍ଡଳ ସଭାପତିଙ୍କ ଡାହାଣ ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ବିଜେପି ମଣ୍ଡଳ ସଭାପତି ବିଜୟ ପ୍ରଧାନ ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଛନ୍ତି । ପିତଳ ସରପଞ୍ଚ ରାମରାଘବ ପାତ୍ରଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ହିଞ୍ଜିଳି ପୋଲିସ ତଦନ୍ତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd-worker-attacks-bjp-worker | Argus News