ଆସିଲା ବିଜେପି ପ୍ରାର୍ଥୀ ତାଲିକା : ସାଲେପୁରରୁ ଅରିନ୍ଦମ
·2 years ago

ଅର୍ଗସ ବ୍ୟୁରୋ: ଆସିଲା ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି ।
ତେଲକୋଇ- ଫକୀର ମୋହନ ନାଏକ
ଚମ୍ପୁଆ- ମୁରଲୀ ଶର୍ମା
ବସ୍ତା- ରବୀନ୍ଦ୍ର ଅଣ୍ଡିଆ
ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
ହିନ୍ଦୋଳ- ସୀମାରାଣୀ ନାଏକ
ସାଲେପୁର- ଅରିନ୍ଦମ ରାୟ
କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
