Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମ ରାଉଣ୍ତରେ ସବୁଠି ବିଜେପି ଆଗୁଆ

Smruti Parija
Browse all articles by Smruti Parija
·2 years ago·1 min read
ପ୍ରଥମ ରାଉଣ୍ତରେ ସବୁଠି ବିଜେପି ଆଗୁଆ

ଅର୍ଗସ ବ୍ୟୁରୋ:  ଚାଲିଛି ଭୋଟ୍ ଗଣତି । ପ୍ରଥମ ରାଉଣ୍ଡ ଗଣତିରେ ସବୁଠୁ ଆଗୁଆ ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡ ଆନୁଯାୟୀ, ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେପି ସବୁଠି ଆଗୁଆ ଥିବାବେଳେ ପଛରେ ପଡିଯାଇଛି ବିଜେପି । 

  • ନିମାପଡ଼ା ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ପ୍ରଭାତି ପରିଡ଼ା ଆଗୁଆ
  • କେନ୍ଦୁଝର ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ମୋହନ ମାଝୀ ଆଗୁଆ
  • ବରଗଡ଼ ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ଆଗୁଆ
  • ଝରିଗାଁ ବିଧାନସଭାରେ ବିଜେପି ପ୍ରାର୍ଥୀ ଆଗୁଆ
  • ବିଜେପିର ନରସିଂହ ଭତ୍ରା ଆଗୁଆ
  • ବଡ଼ସାହିରେ ଲିଡ୍‌ କରୁଛନ୍ତି ବିଜେପି ପ୍ରାର୍ଥୀ ସନାତନ ବିଜୁଳି
  • ରାଉରକେଲାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗରେ
  • କବିସୂର୍ଯ୍ୟନଗର ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ପ୍ରତାପ ନାୟକ ଆଗୁଆ
  • ଝରିଗାଁ ବିଧାନସଭାରେ ବିଜେପି ପ୍ରାର୍ଥୀ ଆଗୁଆ
  • ବିଜେପିର ନରସିଂହ ଭତ୍ରା ଆଗୁଆ
  • ସମ୍ବଲପୁର ଲୋକସଭାରେ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
  • ଖୋର୍ଦ୍ଧା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ
  • ସତ୍ୟବାଦୀ ବିଧାନସଭାରେ ବିଜେପି ଆଗୁଆ
  • -ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଆଗୁଆ
  • ଭୁବନେଶ୍ୱର ଏକାମ୍ରରେ ବିଜେପି ପ୍ରାର୍ଥୀ ଆଗୁଆ
  • କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ଆଗୁଆ
  • -ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗୁଆ
  • -କେନ୍ଦୁଝର ବିଧାନସଭାରେ ବିଜେପି ଆଗୁଆ
  • -ବିଜେପି ପ୍ରାର୍ଥୀ ମୋହନ ମାଝୀ ଆଗୁଆ
  • ବରଗଡ଼ ବିଧାନସଭାରେ ବିଜେପି ଆଗୁଆ
  • -ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ଆଗୁଆ
  • ଯାଜପୁର ଲୋକସଭା ଆସନରେ ବିଜେପି ଆଗୁଆ
  • -ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗୁଆ
  • ଜଗତସିଂହପୁର ଲୋକସଭା ଆସନରେ ବିଜେପି ଆଗୁଆ
  • -ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ
  • ଧାମନଗର ବିଧାନସଭାରେ ବିଜେପି ଆଗୁଆ
  • -ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ
     
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP is leading in the first round | Argus News