Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

Ritu Das
Browse all articles by Ritu Das
·2 years ago
ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ପାଲ ହାଇଟ୍ସ ମନ୍ତ୍ରା ଯିବେ ନଡ୍ଡା । ସେଠାରେ ବିଜେପି ମହିଳା ସମାବେଶରେ ସାମିଲ ହେବେ। କାର୍ଯ୍ୟକ୍ରମ ସରିବା ପରେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ । 

`ଓଡ଼ିଶାରେ ପ୍ରଚଣ୍ଡ ବହୁମତ ସହ ବିଜେପି ଗଢିବ ସରକାର'

ଆସନ୍ତା କାଲି ଭୁବନେଶ୍ୱର ରଥ ରୋଡରେ ହେବ ରୋଡ ସୋ । ଏହି ରୋଡ ସୋ' ମାଉସୀ ମା ଛକରୁ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
BJP National President | Argus News