Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 16 ଟି ନୂଆ ମୁଁହ, 3ଟି ସ୍ଥାନରେ ରିପିଟ୍

Odisha

16 ଟି ନୂଆ ମୁଁହ, 3ଟି ସ୍ଥାନରେ ରିପିଟ୍

Smruti Parija
Browse all articles by Smruti Parija
·2 years ago·1 min read
16 ଟି ନୂଆ ମୁଁହ, 3ଟି ସ୍ଥାନରେ ରିପିଟ୍

ଅର୍ଗସ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ବିଜେପି । ପୂର୍ବରୁ 112 ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ଏଥର 21 ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ରାଉରକେଲାରୁ ଲଢିବେ ଦିଲୀପ ରାୟ । ନିକଟରେ ତାଙ୍କୁ କୋଇଲା ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା । 

16 ଟି ନୂଆ ମୁହଁ ଦେକିବାକୁ ମିଳିଛି ।  ରାୟଗଡ଼ା , ମୋହନା , କରଞ୍ଜିଆ 3ଟି ଆସନରେ ରିପିଟ୍ ହୋଇଛି । ବିଜେଡିରୁ ଆସିଥିବା 4 ନେତାଙ୍କୁ ଟିକେଟ୍ ମିଳିଛି । ଅମରେନ୍ଦ୍ର ଦାସ ଜଗତସିଂହପୁର , ସାରସକୋଣା ଭାଦବ ହାସଁଦା , ଲକ୍ଷ୍ମୀପୁର କୈଳାସ କୂଳସେଖା , ଚିତ୍ରକୋଣ୍ଡା ଡମ୍ବୁରୁ ଶୀଷା ମିଳିଛି ।

ରାଉରକେଲା- ଦିଲ୍ଲୀପ ରାୟ
ପାଟଣା- ଅଖିଲ ଚନ୍ଦ୍ର ନାୟକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବରଦା 
ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
ଜଗତସିଂହପୁର-ଅମରେନ୍ଦ୍ର ଦାସ
ବାଲିକୁଦା-ଏରସମା- ସତ୍ୟ ସାରଥୀ ମହାନ୍ତି
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭତ୍ରା
ଡାବୁଗାଁ- ସୋମନାଥ ପୂଜାରୀ
 ରାଜନଗର- ଲଳିତ ବେହେରା
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
ରାୟଗଡ଼ା- ବସନ୍ତ ଉଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ- ରୁପୁ ଭତ୍ରା
 ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା- ଡମ୍ବରୁ ଶିଶା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjp-second-phase-candidate-list-dillip-rai-will-contest-from-rourkela | Argus News