Videos
|
Odisha

ଧାଡ଼ିରେ ଛିଡ଼ା ହୋଇ ମତଦାନ କଲେ ବିଜେପି ରାଜ୍ୟ ମୁଖପାତ୍ର ରଞ୍ଜିତ ଦାସ

Ritu Das
Browse all articles by Ritu Das
·2 years ago
ଧାଡ଼ିରେ ଛିଡ଼ା ହୋଇ ମତଦାନ କଲେ ବିଜେପି ରାଜ୍ୟ ମୁଖପାତ୍ର ରଞ୍ଜିତ ଦାସ

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ୩୫ନଂ ବୁଥରେ ମତଦାନ କଲେ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଶ୍ରୀ ଦାସ ପାର୍ବତୀପୁର ବୁଥକୁ ଯାଇ ଲାଇନରେ ଛିଡ଼ା ହୋଇ ନିଜର ମତଦାନ କରିଥିଲେ।

ଏଥର ଓଡିଶା ବାସୀ ପରିବର୍ତ୍ତନ ଚାହୁଁଛନ୍ତି ତେଣୁ ଏଥର ବିଜେପି ସପକ୍ଷରେ ଭୋଟ ଯାଇଛି କହିବା ସହିତ ସିମୁଳିଆରେ ବିଜେପି ପ୍ରାଥି ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP state spokesperson | Argus News