Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଭବନ ଅଭିମୁଖେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Smruti Parija
Browse all articles by Smruti Parija
·2 years ago
ରାଜଭବନ ଅଭିମୁଖେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଅର୍ଗସ ବ୍ୟୁରୋ: ରାଜଭବନ ଅଭିମୁଖେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ପରାଜୟ ପରେ ଇସ୍ତଫା ଦେବେ ନବୀନ । ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ । 

ସନ୍ଧ୍ୟା 7 ଟା ସୁଦ୍ଧା ରାଜ୍ୟରେ ବିଜେପି 79 ସିଟ୍ ରେ ଆଗୁଆ ଥିବାବେଳେ ବିଜେଡି 50 ସିଟ୍ ରେ କଂଗ୍ରେସ 14 , ସ୍ୱାଧୀନ 4 ସିଟ୍ ହାତେଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJS supremo Naveen Patnaik towards Raj Bhavan | Argus News