Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଁ ଜଙ୍ଗଲରେ ବୁଲୁଛି କଳା ବାଘ , ଭିଡିଓ ହେଲା ଭାଇରାଲ

Odisha

ଗାଁ ଜଙ୍ଗଲରେ ବୁଲୁଛି କଳା ବାଘ , ଭିଡିଓ ହେଲା ଭାଇରାଲ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଗାଁ ଜଙ୍ଗଲରେ ବୁଲୁଛି କଳା ବାଘ , ଭିଡିଓ ହେଲା ଭାଇରାଲ

ଗାଁ' ପାଖ ଜଙ୍ଗଲରେ ଘୁରିବୁଲୁଛି କଳା ବାଘ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ବାରିପଦା ବନଖଣ୍ଡ ଅଧିନ ବାଙ୍ଗିରିପୋଷି ତାଳବନ୍ଧ ରେଞ୍ଜ ଅଧିନ ଚାକିଡ଼ି, ବ୍ରାହ୍ମଣଗାଁ ଏବଂ ତାଳବନ୍ଧ ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ବନବିଭାଗ ଏହାକୁ ଯାଞ୍ଚ କରୁଛି।


ବିଗତ ଦିନରେ ଶିମିଳିପାଳକୁ ବାଘ ଦେଖିବା ଆଶାନେଇ ଆସୁଥିବା ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରୁଥିବା ବେଳେ ଏବେ ଶିମିଳିପାଳ ପାଦଦେଶରେ କଳା ବାଘ ଦୃଶ୍ୟମାନ ହେବା ଘଟଣା ନିଶ୍ଚିତ ଭାବରେ ଶିମିଳିପାଳ ଅଭୟାରଣ୍ୟ ସହିତ ପର୍ଯ୍ୟଟନକ୍ଷେତ୍ର ପାଇଁ ଏକ ଭଲ ଖବର ବୋଲି ଆଲୋଚନା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Black tiger roaming in village forest, video goes viral | Argus News