Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାନସଭାରେ ଉଠିଲା ବ୍ଲାକ ରୋଜ ବୁଡ଼ିବା ପ୍ରସଙ୍ଗ

Smruti Parija
Browse all articles by Smruti Parija
·1 year ago·1 min read
ବିଧାନସଭାରେ ଉଠିଲା ବ୍ଲାକ ରୋଜ ବୁଡ଼ିବା ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ବ୍ଲାକ ରୋଜ ବୁଡ଼ିବା ପ୍ରସଙ୍ଗ । ଜଗତସିଂହପୁର ବିଧାୟକ ବ୍ଲାକ ରୋଜ ବୁଡିବା ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ କଲେ ଟାର୍ଗେଟ । ଖଣି ବିଭାଗ ଖର୍ଚ୍ଚ ଦାବି ସମୟ ରେ ବିବୃତି ରଖିବାବେଳେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କହିଥିଲେ ପାରାଦ୍ୱୀପରେ ବୁଡିଥିବା ବ୍ଲାକ ରୋଜ କାହାର ?  କାହାର ଲୁହା ପଥର ସେଥିରେ ଚୋରା ଚାଲାଣ ହେଉଥିଲା ? ସେ ଜାହାଜର କ୍ୟାପେଟନ ମରିଗଲା ନା ମାରି ଦିଆଗଲା ? ସେଥିରୁ କେତେ ଲୋକ ଉଦ୍ଧାର ହେଲେ ? ଜାହାଜ ବୁଡି ରହିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଲା ବହୁତ ମାଛ ପକ୍ଷୀ ମରିଗଲେ । 

ସେ ସବୁ କଥାକୁ ଚପେଇବାକୁ ବହୁତ ପ୍ରୟାସ କରାଯାଇଛି । ରାଜ୍ୟର ନୂଆ ବିଜେପି ସରକାରଙ୍କୁ ଅନୁରୋଧ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।


ବ୍ଲାକ ରୋଜ୍ କେଳେଙ୍କାରୀର ହେବ ତଦନ୍ତ ; ଡିଜିଙ୍କୁ ଚିଠି ଲେଖିଲା ଗୃହ ବିଭାଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
blackrose-issue-raised-in-assembly | Argus News