ଜଗତସିଂହପୁରରେ ଓଡିଆ ପକ୍ଷ ପାଳନ
·1 year ago

୧ ରୁ ୧୪ ଅପ୍ରେଲ ପର୍ଯ୍ୟନ୍ତ ସବୁ ଜାଗାରେ ଓଡିଆ ପକ୍ଷ ପାଳନ କରାଯାଉଛି

ଏହି ଅବସରରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜଗତସିଂହପୁର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି

ଅଧ୍ୟକ୍ଷଙ୍କ ସମେତ କର୍ମଚାରୀ ଓ ଛାତ୍ରଛାତ୍ରୀ ମିଶି ରକ୍ତ ଦାନ କରିଛନ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି କାର୍ଯ୍ୟକୁ ଡାକ୍ତର ଶ୍ରୀ ପ୍ରିୟନ୍ତ ମେହେରଙ୍କ ସମେତ ରକ୍ତ ଭଣ୍ଡାରର ଅନ୍ୟ କର୍ମଚାରୀ ସମ୍ପାଦିତ କରିଥିଲେ

୨୪ ୟୁନିଟ ରକ୍ତ ସଂଗ୍ରହ କରି ଜଗତସିଂହପୁର ରକ୍ତଭଣ୍ଡାରକୁ ଦେଇଛନ୍ତି
