Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବବିଙ୍କ ଭାଇ ଲଲ ଗିରଫ

Odisha

ବବିଙ୍କ ଭାଇ ଲଲ ଗିରଫ

Rashmita Mishra
Browse all articles by Rashmita Mishra
·1 year ago
ବବିଙ୍କ ଭାଇ ଲଲ ଗିରଫ

ଅର୍ଗସ ବ୍ୟୁରୋ: ବନ୍ଧାହେଲେ ବବି ଦାସଙ୍କ ଭାଇ ଲଲ । ଯାଜପୁର ବିରଜା ହାଟ ଗଣ୍ଡଗୋଳ ଘଟଣାରେ ବବିଙ୍କ ଭାଇ ଗିରଫ । ବନ୍ଧାହେଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ୍ ଲଲ । ଗିରଫ ପରେ ଭବପ୍ରକାଶଙ୍କୁ SDJMଙ୍କ ନିକଟରେ ହାଜର କରାଗଲା । ଲଲଙ୍କୁ SDJMଙ୍କ ସରକାରୀ ବାସଭବନରେ ହାଜର କରାଗଲା । ସୁରକ୍ଷାକୁ ଦୃଷ୍ଟିରେ ଯାଜପୁର ସହରରେ ବ୍ୟାପକ ପୋଲିସ ମୁତୟନ । ଲଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bobby Bhai Lala arrested | Argus News