OCA ସଭାପତି ପଦ ଛାଡିଲେ ବବି ଦାସ
·1 year ago

ଅର୍ଗସ ବ୍ୟୁରୋ: OCA ସଭାବତି ପଦରୁ ଇସ୍ତାଫା ଦେଲେ ପ୍ରଣବ ପ୍ରକାଶ ଦାସ । OCA ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଦେଲେ ଇସ୍ତଫା ପତ୍ର । ବବିଙ୍କ ଇସ୍ତଫା ପତ୍ର OCA ଗ୍ରହଣ କରିଥିବା ସୂଚନା । ବାର୍ଷିକ ସାଧାରଣ ପରିଷଦ ବୈଠକରେ ସଞ୍ଜୟ ବେହେରାଙ୍କ ସୂଚନା । ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି ବବି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: