Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଳା ରଙ୍ଗର ସ୍କର୍ପିଓ ଉପରକୁ ବୋମା ମାଡ଼

Smruti Parija
Browse all articles by Smruti Parija
·2 years ago
କଳା ରଙ୍ଗର ସ୍କର୍ପିଓ ଉପରକୁ ବୋମା ମାଡ଼

ଭୁବନେଶ୍ୱର: ବରମୁଣ୍ଡା ଅଞ୍ଚଳରେ ବୋମା ମାଡ଼ । 4 ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ବୋମା ମାଡ଼ କରିଥିବା ଅଭିଯୋଗ ଆସିଛି ।  କଳା ରଙ୍ଗର ସ୍କର୍ପିଓ ଉପରକୁ ବୋମା ମାଡ଼ ହୋଇଛି । ସକାଳ 8 ସମୟରେ 4 ଜଣ ବାଇକରେ ଆସି ଆକ୍ରମଣ କରିଥିବା ସୂଚନା ମିଳିଛି । ବୋମା ମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bomb-blast-in-bermunda-area-bhubaneswar | Argus News