Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bomb Blast / ଛାତ ଉପରେ ଫୁଟିଲା ବୋମା, ବିସ୍ଫୋରଣରେ ୫ ଆହତ

Banajyotshna Ray
Browse all articles by Banajyotshna Ray
·5 months ago
ଛାତ ଉପରେ ଫୁଟିଲା ବୋମା, ବିସ୍ଫୋରଣରେ ୫ ଆହତ
Bomb Explodes

Key Points

ଫୁଟିଲା ବୋମା
୫ ଆହତ, ପୋଲିସର ତଦନ୍ତ ଜାରି
ଅଶାନ୍ତ ହେଲା ରାଜଧାନୀ। ଫୁଟିଲା ବୋମା ହେଲେ ୫ ଗୁରୁତର। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚିବା ସହ ଭୁବନେଶ୍ବର ଡିସିପି ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ। ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ ହୋଇଛି । ଛାତ ଉପରେ ହେଲା ବିସ୍ଫୋରଣ । ବୋମା ଭିଡ଼ିବା ବେଳେ ହେଲା ବିସ୍ଫୋରଣ। ବୋମା ବିସ୍ଫୋରଣରେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ତିନିଜଣ ମହିଳା ରହିଛନ୍ତି । ଘଟଣା ସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ଏଖବର ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି। ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଅଶାନ୍ତ ହୋଇପଡୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bomb Blast | Bomb Explodes on Rooftop, 5 Injured in Powerful Blast | Argus News | Argus News