Videos
|
Odisha

ଶୌଚ ହେବାକୁ ଯାଇ ଫେରିଲାନି ପୁଅ...

Banajyotshna Ray
Browse all articles by Banajyotshna Ray
·1 year ago
ଶୌଚ ହେବାକୁ ଯାଇ ଫେରିଲାନି ପୁଅ...

Key Points

ବିଞ୍ଝାରପୁର ଥାନା ଖରୀଆ ନିକଟରେ ଅଘଟଣ

ପୋଖରୀରେ ବୁଡ଼ି ବାଳକ ନିଖୋଜ

ବିଞ୍ଝାରପୁର ଥାନା ଖରୀଆ ନିକଟରେ ଅଘଟଣ | ପୋଖରୀରେ ବୁଡ଼ି ବାଳକ ନିଖୋଜ | ମୃତ ବାଳକ ହେଲେ ବିଞ୍ଝାରପୁର ଥାନା ମାଂସଡ଼ା ପଞ୍ଚାୟତ ବନ୍ଧସାହି ଗ୍ରାମର ମନୋଜ ଜେନାଙ୍କ ପାଞ୍ଚ ବର୍ଷିୟ ପୁଅ ଗୁନୁ ଜେନା | ସକାଳୁ ଦାଦାଙ୍କ ସହ ପୋଖରୀ ନିକଟକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପୋଖରୀରେ ପଡ଼ିଯାଇଥିଲେ | ସ୍ଥାନୀୟ ଗ୍ରାମବାସୀମାନେ ବହୁତ ଖୋଜାଖୋଜି କରିବା ପରେ ବିଞ୍ଝାରପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ | ଖବରପାଇ ଅଗ୍ନିଶମ ବାହିନୀ ପହଁଚି ଖୋଜାଖୋଜି ଆରମ୍ଭ କରିଛି |


ହେଲେ ବର୍ତ୍ତମାନ ସୁଧା କୌଣସି ପତ୍ତା ମିଳିପାରିନାହିଁ। ଏଖବର ପରେ ପରିବାର ଲୋକେ ଭାଙ୍ଗିପଡିଥିବାବେଳେ ପୁଅର ପତ୍ତା କେମିତି ମିଳିବ ସେନେଇ ଚିନ୍ତାରେ ପରିବାର ଲୋକେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
boy-drowns-in-pond-goes-missing | Argus News