Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ

Banajyotshna Ray
Browse all articles by Banajyotshna Ray
·1 year ago
ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ

ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ l ଅନାସ୍ଥା ଭୋଟରେ ହାରିଲେ ଯାଜ୍ଞସେନୀ । ଗତ ଜାନୁଆରୀ ୧୫ ତାରିଖରେ ହୋଇଥିବା ଅନାସ୍ଥା ଭୋଟରେ ୨୩ ଜଣ କାଉନସିଲର ଭୋଟ ଦେଇଥିଲେ l ଏଥିରେ ଯାଜ୍ଞସେନୀଙ୍କ ବିପକ୍ଷରେ ୨୨ ଟି ଭୋଟ ପଡିଥିବାବେଳେ ସପକ୍ଷରେ କେବଳ ଗୋଟିଏ ଭୋଟ ପଡିଥିଲା l ଅନାସ୍ଥା ଭୋଟ ପୂର୍ବରୁ ଯାଜ୍ଞସେନୀ ହାଇକୋର୍ଟର ଦ୍ୱାରସ୍ଥ ହେବାପରେ ଫଳାଫଳ ଘୋଷଣା ସ୍ଥଗିତ କରିବାକୁ ନିଷ୍ପତି ଦେଇଥିଲେ ହାଇକୋର୍ଟ l ଏହାପରେ ଗତକାଲି ପୋରାଧ୍ୟକ୍ଷ୍ୟା ଯାଜ୍ଞସେନୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ଅନାସ୍ଥା ଭୋଟ ଗଣତି କରାଯାଇଥିଲା l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored