Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘନ କୁହୁଡ଼ି, ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଖସିଲା ବସ୍

Smruti Parija
Browse all articles by Smruti Parija
·2 years ago
ଘନ କୁହୁଡ଼ି, ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଖସିଲା ବସ୍

ଜଗତସିଂହପୁର: ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଖସିଲା ବସ୍ । ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର । ଘନ କୁହୁଡ଼ି ଯୋଗୁଁ ଘଟିଛି ଅଘଟଣ । ବାବା ଗ୍ରାମେଶ୍ୱର ନାମକ ବସ୍ ଅମ୍ବିକିରୁ ପୁରୀ ଯାଉଥିବା ବେଳେ ଘଟିଛି ଅଘଟଣ । ଅମ୍ବିକି ଏରସମା ରାସ୍ତାରେ ଘଟିଛି ଅଘଟଣ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bus-accident-erasama-jagatsinghpur | Argus News