ବସ୍ ଦୁର୍ଘଟଣା: ୨୫ରୁ ଅଧିକ ଗୁରୁତର
·1 year ago

ଆଠଗଡ଼ରୁ ମୁଣ୍ଡଳୀ କୁ ସଂଯୋଗ କରୁଥିବା ରାସ୍ତାର ରାଜନଗର ପଞ୍ଚାୟତର ବନଖଣ୍ଡି ଛକ ନିକଟରେ ଟ୍ରେଲର ସହିତ ବସର ଧକ୍କା ହୋଇଛି। ୨୫ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗରୁରତ ଏବଂ ଆହତଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଖବର ପାଇ ଆଠଗଡ଼ ପୋଲିସ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଗୁରୁତର ମାନଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
