Videos
|
Odisha

ସ୍କୁଟିକୁ ଧକ୍କା ଦେଇ ଚଢ଼ିଗଲା ବସ୍‌

Smruti Parija
Browse all articles by Smruti Parija
·1 year ago
ସ୍କୁଟିକୁ ଧକ୍କା ଦେଇ ଚଢ଼ିଗଲା ବସ୍‌

Key Points

ସ୍କୁଟିକୁ ଧକ୍କା ଦେଇ ଚଢ଼ିଗଲା ବସ୍‌

ଶଳା ଭିଣୋଇ ମୃତ

ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ମଦନପୁର ଛକରେ ଦୁର୍ଘଟଣା

ସ୍କୁଟିକୁ ଧକ୍କା ଦେଇ ଚଢ଼ିଗଲା ବସ୍‌ । ଶଳା ଭିଣୋଇ ମୃତ । ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ମଦନପୁର ଛକରେ ଦୁର୍ଘଟଣା । ସ୍ଥାନୀୟ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ବସ୍‌ ଡ୍ରାଇଭର ଫେରାର୍‌, ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bus-hit-the-scooter-one-killed | Argus News