ବସ୍ କୁ ପିଟିଲା ବସ୍ , ଦୁଇ ଡ୍ରାଇଭର ଗୁରୁତର
·11 months ago

Key Points
ବସ୍ କୁ ପିଟିଲା ବସ୍
ଘଟଣାସ୍ଥଳରେ ଦୁଇ ଗୁରୁତର
ହିଞ୍ଜିଳି ରୁ ଶେରଗଡ଼ ଯିବାବେଳେ ସୁନାନ୍ତର ଛକରେ ଦୁର୍ଘଟଣା
ହିଞ୍ଜିଳିରୁ ଶେରଗଡ଼ ଯାଉଥିବା ଦୁଇ ବସ୍ ମୁହାଁମୁହିଁ ଧକ୍କା । ହିଞ୍ଜିଳି ରୁ ଶେରଗଡ଼ ଚନ୍ଦ୍ରତାରା ନାମକ ବସ୍ ଏବଂ ଶେରଗଡ଼ରୁ ପୁରୀ ଯାଉଥିବା ଓସ୍ଆରଟିସି ବସ୍ ମଧ୍ୟରେ ସୁନାନ୍ତର ଛକରେ ସାମ୍ନା ପଟୁ ଧକ୍କା ହୋଇଛି । ଫଳରେ ଦୁଇ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେତେଜଣ ଯାତ୍ରୀ ଆହତ ହୋଇଛନ୍ତି, ଏବଂ ଉଭୟ ବସ୍ ରେ କେତେ ଜଣ ଯାତ୍ରୀ ବସରେ ଥିଲେ ସେ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: