Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବସ ସହ କାର ମୁହାଁ ମୁଁହି ଧାକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Smruti Parija
Browse all articles by Smruti Parija
·2 years ago
ବସ ସହ କାର ମୁହାଁ ମୁଁହି ଧାକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି:  ଘରୋଇ ବସ ସହ କାର୍ ମୁହାଁମୁହିଁ ଧକ୍କା । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଣ୍ଡିମା ଛକ ନିକଟରେ ଦୁର୍ଘଟଣା ହୋଇଛି । ଆଜି ବ୍ରାହ୍ମଣୀ ଗାଁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ବିକ୍ରାନ୍ତ ନାମକ ଘୋରୋଇ ବସ ସହ ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟାଟା କାର୍ ମଧ୍ୟରେ ଧକ୍କା ହୋଇଥିଲା ।

ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର: ସ୍ତ୍ରୀ ମୃତ

ଧକ୍କା ଦେଇ ବସଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୌଭାଗ୍ୟ ବଶତଃ କାହାରି କିଛି ହୋଇନଥିବା ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ । ଦୁର୍ଘଟଣାରେ କାର୍ ର ସାମନା ପଟ ସମ୍ପର୍ଣ୍ଣ ଭାଙ୍ଗି ଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
bus-hits-car-at-gajapati-gundima-chowk | Argus News