Road Accident; ପୁରୀ ଯିବାବେଳେ ସ୍କୁଟି ଉପରେ ଚଢିଗଲା ଆମ ବସ୍ , 3 ଯୁବତୀ ମୃତ
·1 year ago

Key Points
ବସ ଧକ୍କାରେ 3 ସ୍କୁଟି ଆରୋହୀଙ୍କ ମୃତ୍ୟୁ
ପିଟିଦେଲା ଆମ ବସ୍
ଭୁବନେଶ୍ବରରୁ ପୁରୀ ଯିବାବେଳେ ଅଘଟଣ
ପୁରୀ ଯିବାବେଳେ ପିଟିଦେଲା ଆମ ବସ୍ । ବସ ଧକ୍କାରେ 3 ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢ଼ିଗଲା ଆମ ବସ୍ ।
ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା 3 ଯୁବତୀ । ପିପିଲି ତରାକାଜ ନିକଟରେ ଆଉ ଏକ ସ୍କୁଟି ସାଇଡ୍ ମାରିବାରୁ 3 ଜଣ ତଳେ ପଡ଼ି ଯାଇଥିଲେ । ସେତିକି ବେଳେ ପୁରୀ ଅଭିମୁଖେ ଯାଉଥିବା ଆମ ବସ ୩ ଯୁବତୀଙ୍କ ଉପରେ ଚଢ଼ିଗଲା । ଫଳରେ ଘଟଣାସ୍ଥଳରେ 3 ଜଣଙ୍କର ମୃତ୍ୟୁ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: