Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ୱର ନୁଣିଆଯୋଡ଼ିରେ ପୋଲ ତଳକୁ ଓଲଟିଲା ବସ୍‌

Smruti Parija
Browse all articles by Smruti Parija
·1 year ago
ବାଲେଶ୍ୱର ନୁଣିଆଯୋଡ଼ିରେ ପୋଲ ତଳକୁ ଓଲଟିଲା ବସ୍‌

ବାଲେଶ୍ୱର ନୁଣିଆଯୋଡ଼ିରେ ପୋଲ ତଳକୁ ଓଲଟିଲା ବସ୍‌ । ବସରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାବେଳେ ସମସ୍ତ ଆହତ ହୋଇଥିବା ସୂଚନା ରହିଛି । ବାଲିଆପାଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍‌ । ବସ୍‌ ଟି 20 ଫୁଟ୍ ତଳକୁ ଖସିପଡିଥିବା ଜଣାପଡିଛି । ଟ୍ରାକ୍ଟର୍ କୁ ଧକ୍କା ଦେବା ପରେ ଓଲଟିପଡିଲା ବସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bus-overturned-in-baleswar-20-critically-injured | Argus News