Videos
|
Odisha

ବିଲ ଭିତରେ ଓଲଟିଲା ବସ୍‍ ,୧୩ରୁ ଅଧିକ ଆହତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ବିଲ ଭିତରେ ଓଲଟିଲା ବସ୍‍ ,୧୩ରୁ ଅଧିକ ଆହତ

Key Points

ଦଶପଲ୍ଲା ବ୍ଲକ ସରିଗଣ୍ଡା ଛକ ନିକଟରେ ଟ୍ରକକୁ ସାଇଟ ମାରିବାକୁ ଯାଇ ବିଲ ଭିତରକୁ ପଲଟି ପଡ଼ିଲା ବସ l ବସ ରେ ମୋଟ 17 ଜଣ ଯାତ୍ରୀ ଥିବା ବେଳେ 13 ଜଣ ଆହତ ଓ ଚାରିଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତରିତ l

କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ମିଶ୍ର ନାମକ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ l ଦଶପଲ୍ଲା ବ୍ଲକ ସରିଗଣ୍ଡା ଛକ ନିକଟରେ ଟ୍ରକକୁ ସାଇଟ ମାରିବାକୁ ଯାଇ ବିଲ ଭିତରକୁ ପଲଟି ପଡ଼ିଲା ବସ l


ବସ ରେ ମୋଟ 17 ଜଣ ଯାତ୍ରୀ ଥିବା ବେଳେ 13 ଜଣ ଆହତ ଓ ଚାରିଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତରିତ l ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ଅଗ୍ନିଶମ ବାହିନୀ ପହଂଚିଥିବା ସୂଚନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bus overturns in field, more than 13 injured | Argus News