ଓଲଟିଲା ବସ୍ , ୨୦ରୁ ଅଧିକ ଯାତ୍ରୀ ଗୁରୁତର
·1 year ago

Key Points
କୁଆଖିଆ ଥାନା ମୁ୍ଳାପାଳ ନିକଟରେ ଡ଼ିଭାଇଡ଼ର ଭାଙ୍ଗି ଓଲଟିଲା ବସ । କଟକରୁ ବରୀ ଯାଉଥିବା ବେଳେ କୁଆଖିଆ ନିକଟରେ ଏପରି ଦୁର୍ଘଟଣା ଘଟିଛି । ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅଛନ୍ତି ।
କଟକରୁ ବରୀ ଯାଉଥିବା ବେଳେ ଓଲଟିଲା ବସ । କୁଆଖିଆ ଥାନା ମୁ୍ଳାପାଳ ନିକଟରେ ଡ଼ିଭାଇଡ଼ର ଭାଙ୍ଗି ଓଲଟିଲା ବସ । କଟକରୁ ବରୀ ଯାଉଥିବା ବେଳେ କୁଆଖିଆ ନିକଟରେ ଏପରି ଦୁର୍ଘଟଣା ଘଟିଛି । ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅଛନ୍ତି । କୁଆଖିଆ ପୋଲିସ ଓ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଉଦ୍ଧାର କରିଥିବା ସୂଚନା ମିଳିଛି । ୨୦ ନମ୍ବର ଜାତୀୟ ରାଜପଥରେ ଏପରି ଦୁର୍ଘଟଣା ଘଟିଛି । ସମସ୍ତ ଆହତ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: