Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତାକୁ ଖସିଲା ବସ୍‍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·10 months ago
ରାସ୍ତାକୁ ଖସିଲା ବସ୍‍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Key Points

ଅଳ୍ପକେ ବର୍ତିଲେ ୩୦ରୁ ଅଧିକ ଯାତ୍ରୀ । ରାୟଗଡ଼ା ରାଫୁକଣା ଛକ ପୂର୍ବରୁ ରାସ୍ତା କଡକୁ ଖସିଲା ଗୋଲ୍ଡେନ ରକ ନାମକ ଘୋରଇ ବସ୍ । ଯେଉଁଥିରେ ୨୨ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି ।

ରାସ୍ତା କଡକୁ ଖସିଲା ବସ୍ । ଅଳ୍ପକେ ବର୍ତିଲେ ୩୦ରୁ ଅଧିକ ଯାତ୍ରୀ । ରାୟଗଡ଼ା ରାଫୁକଣା ଛକ ପୂର୍ବରୁ ରାସ୍ତା କଡକୁ ଖସିଲା ଗୋଲ୍ଡେନ ରକ ନାମକ ଘୋରଇ ବସ୍ । ଯେଉଁଥିରେ ୨୨ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି ।


ତେବେ ସମସ୍ତ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପଂହଁଚି ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ବସ୍ ଟି ଗୁଣୁପୁର ଠାରୁ ଜୟପୁର ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bus skidded off the road , 22 passengers slightly injured | Argus News