Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କମ୍ ହେଲା କ୍ୟାନ୍ସର ଔଷଧ ଦାମ୍

Odisha

କମ୍ ହେଲା କ୍ୟାନ୍ସର ଔଷଧ ଦାମ୍

Rashmita Mishra
Browse all articles by Rashmita Mishra
·1 year ago
କମ୍ ହେଲା କ୍ୟାନ୍ସର ଔଷଧ ଦାମ୍

ଅର୍ଗସ ବ୍ୟୁରୋ: କମ୍ ହେଲା କ୍ୟାନ୍ସର ଔଷଧ ଦାମ୍ । ଜୀବନ ରକ୍ଷକ ଔଷଧମାନଙ୍କୁ ଅଧିକ ସସ୍ତା କରିବା ଦିଗରେ  ସରକାରଙ୍କର ବଡ ପଦକ୍ଷେପ । ଭାରତ ସରକାର ତିନିଟି ପ୍ରମୁଖ କ୍ୟାନ୍ସର ଔଷଧର MRP କମେଇବାକୁ ଔଷଧ ନିର୍ମାତାମାନଙ୍କୁ ନିର୍ଦେଶ ଦେଇଛନ୍ତି ।  ଏହି ଔଷଧମାନଙ୍କୁ କଷ୍ଟମ୍ ଶୁଲ୍କରୁ ମୁକ୍ତ କରିବା ଏବଂ ଜିଏସଟି ହାରକୁ ୧୨% ରୁ  ୫% କରାଯାଇଛି।  ୨୦୨୪-୨୫  ବଜେଟର  ଏହାର ଘୋଷଣା ହୋଇଥିଲା । ନ୍ୟାସନାଲ୍ ଫାର୍ମାସିଉଟିକାଲ୍ ପ୍ରାଇସିଂ ଅଥରିଟି ନିର୍ମାତାମାନଙ୍କୁ ଏହି ଲାଭ ଜଣେ ଉପଭୋକ୍ତା ପର୍ଯ୍ୟନ୍ତ ପହଁଚାଇବା ପାଇଁ ସରକାରଙ୍କ  ନିର୍ଦ୍ଦେଶ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cancer medicine prices reduced | Argus News