Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୟାପଲ୍ଲୀ ଓଭରବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା

Smruti Parija
Browse all articles by Smruti Parija
·1 year ago
ନୟାପଲ୍ଲୀ ଓଭରବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା

ନୟାପଲ୍ଲୀ ଓଭରବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା । ଟ୍ରକ ପଛକୁ ପିଟିଲା କାର୍ । ଟ୍ରକ ହଠାତ ବ୍ରେକ ମାରି ଦେବାରୁ ପଛ ପଟେ ଧକ୍କା ଦେଲା କାର୍ । ଫଳରେ କାର ଡ୍ରାଇଭର୍ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି କାରକୁ ଥାନାକୁ ନେବା ସହ ଆହତ କାର ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ଫଳରେ ନୟାପଲ୍ଲୀ ଓଭର ବ୍ରିଜ୍ ରେ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଯାଇଥିଲା । ପରେ ସ୍ଥିତି ସ୍ୱାଭାବିକ ହୋଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
car-hits-truck-on-nayapalli-over-bridge | Argus News