Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୟଦେବବିହାର ନିକଟରେ CBI ରେଡ୍, ବିପୁଳ ପରିମାଣର ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago
ଜୟଦେବବିହାର ନିକଟରେ CBI ରେଡ୍, ବିପୁଳ ପରିମାଣର ଟଙ୍କା

ଅର୍ଗସ ବ୍ୟୁରୋ:  ଭୁବନେଶ୍ବର ଜୟଦେବବିହାର ନିକଟରେ CBI ରେଡ୍। ଏକ ଦାମୀ କାରରୁ କାରରୁ ଜବତ ହୋଇଛି ବିପୁଳ ପରିମାଣର ଟଙ୍କା । ଟଙ୍କା ଜବତ କରିବା ସହ ଗାଡ଼ି ମାଲିକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ସିବିଆଇ ଟିମ୍। କାହିଁକି ଗାଡିରେ ଏତେ ଟଙ୍କା ରଖିଥିଲେ ସେ ନେଇ ତଦନ୍ତ କରୁଛି CBI ଟିମ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CBI raids near Jaydev Vihar, huge amount of money seized | Argus News