Videos
|
Odisha

ନାକ୍ ରେଟିଂ ଲାଞ୍ଚ ମାମଲାରେ ପ୍ରଫେସରଙ୍କ ସିବିଆଇ ରେଡ୍

Rashmita Mishra
Browse all articles by Rashmita Mishra
·1 year ago
ନାକ୍ ରେଟିଂ ଲାଞ୍ଚ ମାମଲାରେ ପ୍ରଫେସରଙ୍କ ସିବିଆଇ ରେଡ୍

ନାକ୍ ରେଟିଂରେ ଲାଞ୍ଚ ମାମଲା। ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍। ଚଢାଉରେ ସାମିଲ ୫ ଜଣିଆ ସିବିଆଇ ଟିମ୍ । ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର ଜବତ। ଘରୋଇ ବିଶ୍ବବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ବୁଲୁ ମହାରଣା ।


ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ। ଦିଲ୍ଲୀ ଓ ଭୁବନେଶ୍ବରରୁ 5 ଜଣିଆ ଟିମ୍ ରେଡ କରିଥିଲେ । ରେଡ ସମୟରେ କିଛି କାଗଜପତ୍ର ଯାଞ୍ଚ କରି ଫେରିଗଲା ସିବିଆଇ ଚିମ୍ । କାଗଜପତ୍ର ସହ କମ୍ପ୍ୟୁଟର ମଧ୍ୟ ଜବତ କରିଛି ଟିମ୍ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ଚାଲିଥିଲା ରେଡ୍ । ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ କରୁଛି ସିବିଆଇ । ଘରୋଇ ବିଶ୍ବବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ବୁଲୁ ମହାରଣା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
CBI raids professor in NAC rating bribery case | Argus News