CBSE ଦ୍ୱାଦଶ ରେଜଲ୍ଟ; ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ
·1 year ago

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଦ୍ବାଦଶରେ ପାସ ହାର ରହିଛି 88.39 ପ୍ରତିଶତ । 14 ଲକ୍ଷ 96 ହଜାର 307 ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ଭୁବନେଶ୍ବରରେ ପାସ୍ହାର ରହିଛି ୮୩.୬୪% । ଦେଶରେ ଛାତ୍ରୀଙ୍କ ପାସ୍ହାର ୯୧.୬୪%, ଛାତ୍ରଙ୍କ ପାସ୍ହାର ୮୫.୭୦% । JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍ ହୋଇଛନ୍ତି ।
ଛାତ୍ରଛାତ୍ରୀମାନେ cbse.gov.in, results.cbse.nic.in ଓ cbseresults.nic.in ୱେବସାଇଟ୍ ରେ ନିଜ ରେଜଲ୍ଟ ଜାଣିପାରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: