ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ
·1 year ago

ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ । ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇବ । ଦିନ ୧୦ଟା ପରେ ପରୀକ୍ଷାଫଳ ଓ୍ବେବସାଇଟରେ ମିଳିବ । ଛାତ୍ରଛାତ୍ରୀମାନେ cbse.gov.in, results.cbse.nic.in ଓ cbseresults.nic.in ସେମାନଙ୍କ ରେଜଲ୍ଟ ଦେଖିପାରିବେ । ଚଳିତବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀରେ ୪୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଫେବୃଆରୀ ୧୫ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: